ଦ୍ଵିତୀୟ ଥର ଲୋକସଭା ସାଂସଦ ପାଇଁ ଶ୍ରୀ ଯୁକ୍ତ ସପ୍ତଗିରି ଶଙ୍କର ଉଲାକାଙ୍କୁ ମିଳିଲା ଟିକେଟ

0
101
ଦ୍ଵିତୀୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୩/୦୪) : ଅଲ ଇଣ୍ଡିଆ କଂଗ୍ରେସ୍ କମିଟି ପକ୍ଷରୁ ପୁଣି ଥରେ ବିଶ୍ଵାସ ଭାଜନ ହୋଇପାରିଛନ୍ତି କୋରାପୁଟ ଲୋକସଭା ସାଂସଦ ଶ୍ରୀ ଯୁକ୍ତ ସପ୍ତଗିରି ଶଙ୍କର ଉଲାକା

ଆଜି ଦ୍ଵିତୀୟ ତାଲିକାରେ ଶ୍ରୀଯୁକ୍ତ ଉଲାକାଙ୍କ କୋରାପୁଟ ଲୋକସଭା ଆସନ ନିମନ୍ତେ ନାମ ଘୋଷଣା କରାଯାଇଛି । ଏ ନେଇ ଖୁସି ଖବର ସୁଣିବା କ୍ଷଣି କଂଗ୍ରେସ୍ କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। , କଂଗ୍ରେସର ୯ ଗୋଟି ଗ୍ୟାରେଣ୍ଟିକୁ ନିର୍ବାଚନ ଅସ୍ତ୍ର କରି ମଇଦାନରେ ଅହ୍ଲାଇବ ବୋଲି ଶ୍ରୀ ଉଲାକା ମତ ରଖିଛନ୍ତି।