ବାଇକ୍ ସହ ୧୦୦ଲିଟର ମଦ ଜବତ : ୨ଗିରଫ

0
34
ବାଇକ୍

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର , (୧୭/୦୪) : ସୁବର୍ଣ୍ଣପୁର ଜିଲ୍ଲା ବିନିକା – ସୋନପୁର ମୁଖ୍ୟ ରାସ୍ତାର ତୁଲୁଣ୍ଡୁପାଲି ଛକ ନିକଟରେ ବାଇକ୍ ସହ ୧୦୦ଲିଟର ମଦ ଜବତ କରିବା ୨ଜଣ ବ୍ୟକ୍ତିକୁ ବିନିକା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l

ସୂଚନା ଅନୁଯାଇ ବିନିକା ପୁଲିସ ର ଏକ ଟିମ୍ ବିନିକା ଥାନା ତୁଲୁଣ୍ଡୁପlଲି ଛକ ନିକଟରେ ଖବର ପାଇ ଛପିଥିବା ସମୟରେ ସୋନପୁର୍ ପଟ ରୁ ୨ଜଣ ବ୍ୟକ୍ତି ବାଇକ୍ OD 31F 6774 ଯୋଗେ ଆସୁଥିବା ବେଳେ ପୋଲିସ ଆସାମୀମାନଙ୍କୁ ଅଟକlଇ ଚଢାଉ କରିଥିଲେ l ଚଡlଉ ବେଳେ ବାଇକ୍ ସହ ମଦ ଜବତ କରି ସୋନପୁର୍ ବ୍ଲକ୍ ଉପର୍ ଫବସି ଗ୍ରାମ ର ରାକେଶ ନାଗ୍ ଓ ପୂର୍ଣ୍ଣନିଧି ବଡ଼ିକା ଙ୍କୁ ଗିରଫ କରିବା ସହ ତାଙ୍କ ନାମରେ ଏକ ମାମଲା ରୁଜ୍ଜୁ କରି ଆଜି ଡାକ୍ତରମଇନା ପରେ ଉଭୟ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l

Leave a Reply