ଟ୍ରେନ୍‌ରୁ ଗଳିପଡ଼ି ଜଣେ ଯୁବକ ମୃତ

0
21
ଟ୍ରେନ୍‌ରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡ଼ା, (୧୯/୦୪) : ବେଲପାହାଡ଼ ରେଳ ଷ୍ଟେସନ୍‌ରୁ ମାତ୍ର ୨ କିମି ଦୂରରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ତାଙ୍କ ନିକଟରୁ ମିଳିଥିବା ଆଧାରକାର୍ଡର ସୂଚନା ଅନୁସାରେ ସେ ବାଘମୁଣ୍ଡାର ଅଜୟ କାଲୋ (୨୬) ବୋଲି ଅନୁମାନ କରାଯାଉଛି । ଏନେଇ ଜିଆର୍‌ପି ପୁଲିସ୍‌ ଏକ ମାମଲା ରୁଜ୍ଜୁ କରି ମୃତଦେହ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯାତ୍ରୀଜଣଙ୍କ ଟ୍ରେନ୍‌ରୁ ଗଳିପଡ଼ିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ୍‌ ଆଶଙ୍କା କରୁଛି ।

Leave a Reply