ରାମଗଡ଼ ରେ ମାଁ ଗଜଲକ୍ଷ୍ମୀ ଙ୍କ ଭସାଣି ଉତ୍ସବ ପାଳନ 

0
252

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୪/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ ରାମଗଡ଼ ଗ୍ରାମର କ୍ଷେତୀ ସାହି, ମହାଜନ ସାହି, ତଳିସାହି, ମାଳିସାହି ଓ ଧୋବା ସାହି ଠାରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଥିଲା |WhatsApp Image 2021 10 24 at 12.36.03 PM 1 ରାମଗଡ଼ ରେ ମାଁ ଗଜଲକ୍ଷ୍ମୀ ଙ୍କ ଭସାଣି ଉତ୍ସବ ପାଳନ 

ଗତକାଲି ଏହି ୫ ଟି ସାହିରେ ୪ ଦିନ ଧରି ପୂଜା ପାଉଥିବା ମାଁ ଗଜଲକ୍ଷ୍ମୀ ଙ୍କ ଭସାଣି ଉତ୍ସବ ପାଳନ କରାଯାଇଛି | ୫ ଟି ସାହିର ମାଁ’ଙ୍କ ମୃଣୟ ମୂର୍ତ୍ତି କୁ ଗାଁ ପରିକ୍ରମା କରାଇ ଶେଷରେ ବିସର୍ଜନ କରାଯାଇଥିବା ର ସୂଚନା ମିଳିଛି |