Friday, March 29, 2024

Top 5 This Week

Related Posts

ବିଦ୍ୟାଳୟ ଉନ୍ନୟନ ଓ ପରିଚାଳନା କମିଟି ବୈଠକ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୩୧/୧୦) : ଗତ ୩୦ ତାରିଖରେ ଅଲଡ଼ା ଠାରେ ଥିବା ଆଦର୍ଶ ବିଦ୍ୟାଳୟ ଠାରେ ବିଦ୍ୟାଳୟ ଉନ୍ନୟନ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏହି ବିଦ୍ୟାଳୟ ଉନ୍ନୟନ ଓ ପରିଚାଳନା ବୈଠକ ରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଡ୍. ଲକ୍ଷ୍ମୀ ପ୍ରସାଦ ସାହୁ ଯୋଗ ଦେଇଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷା ସନ୍ତସିନି ପାଢ଼ୀ କମିଟି ର ସମ୍ପାଦିକା ଏହି ବୈଠକ ରେ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ମଧ୍ୟ ବିଦ୍ୟାଳୟର ଆଉ କଣ ଉନ୍ନତି ହୋଇପାରିବ ଆଲୋଚନା କରିଥିଲେ ।

ବିଦ୍ୟାଳୟରେ ଅଧିକ ନମ୍ୱର୍ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରିଥିଲେ ଶ୍ରୀ ସାହୁ । ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାନନ ପାଣିଗ୍ରାହୀ,ମାନସ ରଞ୍ଜନ ଡାକୁଆ,ନମିତା ପ୍ରଧାନ ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles