ଚାଇଲଡ଼ ଲାଇନ ଦ୍ୱାରା ଚାଇଲଡ ହୋ୍ଲଡ଼ ସେ ଦୋସ୍ତି ସପ୍ତାହର ତୃତୀୟ ଦିବସ ପାଳିତ

0
173

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୬/୧୧) : ବୌଦ୍ଧ ବ୍ଲକ ମୁଣ୍ଡପଡ଼ା ପଞ୍ଚାୟତ ସମିତି ଗୃହରେ ଚାଇଲଡ଼ ଲାଇନ ଦ୍ୱାରା ଚାଇଲଡ଼ ସେ ଦୋସ୍ତି ସପ୍ତାହର ତୃତୀୟ ଦିବସ ପାଳିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତର ସରପଞ୍ଚ ବିଦ୍ୟାଧର ସ୍ଵାଇଁ, ଅଭିନାଶ ମିଶ୍ର, ମାନସ୍ୱତୀକ ,DMHP, ବୌଦ୍ଧ, ସାରଦ। ପୂଜାରୀ, ଏନମ, ମୁଣ୍ଡପଡା, ବୌଦ୍ଧ, ଶ୍ରୀ ମାଧବ ବାରିକ, ଶିକ୍ଷକ ଏବଂ ଶ୍ରୀ ପଙ୍କଯ କୁମାର କର୍ଣ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଟିକୁ ଚାଇଲଡ଼ ଲାଇନ ର ସଂଯୋଜିକା ବବିନ। ନାଏକ ପରିଚାଳନା କରିଥିଲେ । ୟାଇସିଡିଏ ରୁ ମମତା ପରିଡା ଏହି ସଭାଟିରେ ଶିଶୁ ମାନକର ଅଧିକାର ବିଷୟରେ କହିଥିଲେ । ବବିନ ନାଏକ ଶିଶୁଙ୍କର ଯତ୍ନ ଓ ସୁରକ୍ଷା ବିଷୟରେ କହିଥିଲେ ।

ମୁଖ୍ୟ ଅତିଥି ମାନେ କରନା ଯୋଗୁଁ ମାନସ୍ତାତ୍ୱିକ ଅବସ୍ଥା ବିଷୟରେ ଆଲୋଚନା କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନେ ଚାଇଲଡ ଲାଇନ ସେ ଦୋସ୍ତ୍ରୀ ର ବ୍ୟାଣ୍ଡ ପିନ୍ଧି “ଆମ ସୁରକ୍ଷା ଆପଣଙ୍କ ହାତରେ”ଧ୍ଵନି ଉଚ୍ଚାରଣ କରିଥିଲେ ।