ଗଜପତି ଜିଲ୍ଲାପାଳ ଙ୍କ ବାରାଣସୀ ହାଇସ୍କୁଲ ପରିଦର୍ଶନ

0
180

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୧/୧୧) : ଆଜି ଅପରାହ୍ନ ସମୟରେ ଗଜପତି ଜିଲ୍ଲାପାଳ କାଶୀନଗର ବ୍ଲକ୍ କୁ ଗସ୍ତ କରିଥିବା ଜଣାଯାଇଛି । ସେ ବାରାଣସୀ ହାଇସ୍କୁଲ ପରିଦର୍ଶନ କରିଥିଲେ |

ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ତାଙ୍କ ଗସ୍ତ ରେ ବାରାଣସୀ ହାଇସ୍କୁଲ କୁ 5T ପ୍ରକାରେ ଏକ ମଡେଲ ହାଇସ୍କୁଲ ଓ ସ୍ମାର୍ଟ ସ୍କୁଲ ରେ ପରିଗଣିତ କରିବା ପାଇଁ ଚାଲୁଥିବା କମ୍ ର ଅଗ୍ର ଗତି ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ପାଇଁ କଣ କରାଯିବ ସେ ନେଇ ହାଇସ୍କୁଲ ର ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ କାଶୀନଗର ବି ଡି ଓ ଶ୍ରି ଡ.ଲକ୍ଷ୍ମୀ ପ୍ରସାଦ ସାହୁ ଇ.ଅ. ସତ୍ୟ ସମ୍ପୂର୍ଣ୍ଣ ରାଉତ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।