ବୌଦ୍ଧ ଜିଲ୍ଲାରେ ବାତ୍ୟା ଜୱାଦ ର ପ୍ରଭାବ

0
381

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୪/୧୨) : ବୌଦ୍ଧ ଜିଲ୍ଲାରେ ବାତ୍ୟା ଜୱାଦ ପ୍ରଭାବ କିଛି ମାତ୍ରାରେ ପ୍ରଭାବିତ କରିଛି | ଗତ କାଲି ରାତ୍ରି ଠୁ ବୌଦ୍ଧ ଜିଲ୍ଲାର ପ୍ରାୟ ପ୍ରତ୍ୟେକ ଅଂଚଳରେ କୋହଲା ପାଗ ସହିତ ଝିପି ଝିପି ବର୍ଷା ମଧ୍ୟ ଲାଗି ରହିଥିବାର ଦେଖିବାକୁ ମିଳିଛି |

ବୌଦ୍ଧ ଜିଲ୍ଲାରେ ବାତ୍ୟା ଜୱାଦ ର ପ୍ରଭାବ କିଛି ମାତ୍ର ରେ ପଡ଼ିଛି | ଏପଟେ ବର୍ଷl ଅଭାବରୁ ମରୁଡି ଦେଖା ଦେଇଥିବା ବେଳେ କେଉଁ କିଛି ଜାଗାରେ ଚାଷ ହୋଇଥିଲା ତାହା ଏହି ବାତ୍ୟା ର ପ୍ରଭାବରେ ନଷ୍ଟ ହେବାକୁ ଯାଉଛି | ଏଣୁ ଚାଷୀ ଚିନ୍ତା ରେ ରବି ଫସଲ ପାଇଁ ପ୍ରସ୍ତୁତି ଯୋର ଧରିଲା ବେଳକୁ ବାତ୍ୟା ପ୍ରତିବନ୍ଧକ ସୃଷ୍ଟି କରିଛି |