ଖାନ୍ଦବା ସରପଞ୍ଚ ଜଗନ୍ନାଥ ଓ ତାଙ୍କ ସମର୍ଥକ ବିଜେଡ଼ିରେ ମିଶିଲେ

0
197

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୮/୧୨) : ଗତକାଲି କାଶୀନଗର ଠାରେ ଖାନ୍ଦବା ସରପଞ୍ଚ ଜଗନ୍ନାଥ ଦୋରା ଓ ତାଙ୍କର ସମର୍ଥକଙ୍କ ସହ ବିଜେଡିରେ ଯୋଗଦାନ କରିଛନ୍ତି |

ସେମାନେ ଖଣ୍ତବା ଗ୍ରାମ, ସାରା, ବାଡିଗମ୍ ଆଦର୍ଶ ନଗର ରୁ ବହୁ ସମର୍ଥକଙ୍କ ସହ ଆସି ଖୁରୀଗମ ଠାରେ ଅନୁଷ୍ଠିତ ମେଗା ମିଶ୍ରଣ ପର୍ବରେ ସାଂସଦ, ପର୍ଯ୍ୟବେକ୍ଷକ ଓ ତିରୁପତି ପାଣିଗ୍ରାହୀଙ୍କ ଉପସ୍ଥିତିରେ ଖାନ୍ଦବା ସରପଞ୍ଚ ଜଗନ୍ନାଥ ଓ ତାଙ୍କ ସମର୍ଥକ ବିଜେଡ଼ିରେ ସାମିଲ୍ ହୋଇଛନ୍ତି । ଏଥି ପୂର୍ବରୁ ସେ ବିଜେଡ଼ି ରେ ଥିଲେ ହେଁ ମଝିରେ ବିଜେପି କୁ ଚାଲି ଯାଇଥିଲେ ।