-5.7 C
Innichen
Saturday, January 22, 2022

୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଅନୁଷ୍ଠିତ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୩/୦୧) : ଗଅଁଦିଆ ବ୍ଲକ ଅଧିନସ୍ଥ ଖଙ୍କିରା ଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଶେଷ ଦିନ ର ଖେଳ (ଫାଇନାଲ ମ୍ୟାଚ) ମାର୍ଥପୁର ସହ କିଆଝର ର ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ଟସ ଜିତି ମାର୍ଥପୁର ୧୯ ଓଭର ରେ ୧୩୭ ରନ ସଂଗ୍ରହ କରିଥିଲା । ଏହାର ଜବାବରେ କିଆଝର ୧୯.୪ ଓଭରରେ ୧୪୦ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା । ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଦିନ ଆଜିର ଖେଳ ପରିଚାଳନା କରୁଥିଲେ ସୁବ୍ରତ ମହାପାତ୍ର ଓ ଜଗନ୍ନାଥ ଦାସ ସ୍କୋର ଭାବେ ରୁଦ୍ର ଓ ଅୟଶ ରଂଜନ ମହାପାତ୍ର ରହିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନୃସିଂହ ଚରଣ ଧୀର ଓ ଢେଙ୍କାନାଳ ଅଞ୍ଚଳ ରୁ ବହୁ ସମାଜସେବୀ ଯୋଗଦାନ କରି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles