କାଶୀନଗର ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ଵତୀ ପୂଜା

0
349
କାଶୀନଗର

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, ଗଜପତି, (୦୫/୦୨) : ଗଜପତି ଜିଲ୍ଲା ର କାଶୀନଗର ସହର ଓ ବ୍ଲକ ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରେ ସରସ୍ଵତୀ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।

କାଶୀନଗର ହାଇସ୍କୁଲ, ଖଣ୍ଡାବା ହାଇସ୍କୁଲ ଓ ଏ ଭି ଅଲାଡା ବିଜୟାନନ୍ଦ ହାଇସ୍କୁଲ, କାଶୀନଗର ଶ୍ରୀ ରାମ୍ କଲେଜ, ମାଜଲା ସାହି ଉ ପ୍ରା ବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ କୋଭିଦ କଟକଣା କୁ ମାନି ଦୀର୍ଘ ଦିନ ପରେ ନୂଆ ବସ୍ତ୍ର ମାନ ପିନ୍ଧି ବିଦ୍ୟା ର ଅଧିଷ୍ଠାତ୍ରୀ ଦେବୀ ତଥା ବାକ ଦେବୀ ଙ୍କ ପୂଜା ଅନୁଷ୍ଟିର ହୋଇଛି । ସହର ରେ ପୁରା ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି ।