ଶଙ୍କରଡ଼ା ଗ୍ରାମରେ ସପ୍ତମ ବାର୍ଷିକ ଉତ୍ସବ ଓ଼ ଅଷ୍ଟ ପ୍ରହରୀ ନାମ ଯଜ୍ଞ

0
126
ଶଙ୍କରଡ଼ା ଗ୍ରାମରେ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୮/୦୨) : ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଲୋଇ ପଞ୍ଚାୟତ ଶଙ୍କରଡ଼ା ଗ୍ରାମରେ ସପ୍ତମ ବାର୍ଷିକ ଉତ୍ସବ ଓ଼ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 02 09 at 11.06.02 AM ଶଙ୍କରଡ଼ା ଗ୍ରାମରେ ସପ୍ତମ ବାର୍ଷିକ ଉତ୍ସବ ଓ଼ ଅଷ୍ଟ ପ୍ରହରୀ ନାମ ଯଜ୍ଞ

ସୂଚନା ମତେ ପଞ୍ଚାୟତ ବାସୀଙ୍କ ମିଳିତ ଉଦ୍ୟମ ରେ ଶ୍ରୀ ଶ୍ରୀ ଚୈତନ୍ୟ ସଂକୀର୍ତ୍ତନ୍ୟ ମହାସଂଘ ଆନୁକୂଲ୍ୟରେ ଶଙ୍କରଡ଼ା ଗ୍ରାମରେ ଆଜି ପ୍ରାତଃ ୫ ଘଟିକା ସମୟରେ କଳସ ଯାତ୍ରା କରି ପୂର୍ଣ୍ଣ କୁମ୍ଭ ସ୍ଥାପନ କରି ଏହି ମହାଯଜ୍ଞ ଆରମ୍ଭ ହୋଇଛି । ଏହି ପଞ୍ଚାୟତ ବାସୀ ଚୈତନ୍ୟ ସଂକୀର୍ତନ ମହାସଂଘ ର ସପ୍ତମ ବର୍ଷ ଅବସରରେ ପଞ୍ଚାୟତ ର ସମସ୍ତ ଗ୍ରାମ ର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସହଯୋଗ ରେ ଏହି ଉତ୍ସବ ପାଳିତ ହୋଇଥିବାର ସୂଚନା ମିଳିଛି ।