କାଶୀନଗର ବ୍ଲକ ଜୋନ୍ ୧ ବଥବା ଠାରେ ରାଜଲକ୍ଷ୍ମୀ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

0
176
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
ଗଜପତି, କାଶୀନଗର, (୦୯/୦୨) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଜୋନ୍ ୧ ବଥବା ଠାରେ ଜିଲ୍ଲା ପରିଷଦ ପ୍ରାର୍ଥୀ ନେତିମି ରାଜଲକ୍ଷ୍ମୀ ଙ୍କ ପ୍ରଚାର ଜୋରଦାର ଆରମ୍ଭ ହୋଇଛି ।

ସୂଚନା ମୁତାବକ ଆଜି କାଶୀନଗର ବୁଡୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୋନ୍ ୧ ଵଥାବା ଗ୍ରାମ ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ରାଜଲକ୍ଷ୍ମୀ, ବ୍ଲକ ବିଜେଡ଼ି ସଭାପତି ରକ୍କାମ୍ , ରାମ୍ ପ୍ରସାଦ, ବୁଡୁରା ସରପଞ୍ଚ ପ୍ରାର୍ଥୀ ସଞ୍ଜୟ ମିଶ୍ର, ସମିତି ସଭ୍ୟ ପ୍ରାର୍ଥୀ ବି. ବାବୁ ରାଓ ମିଳିତ ଭାବେ ଶହ ଶହ ସମର୍ଥକ ମାନଙ୍କ ଶହ ପ୍ରଚାର କୁ ଜୋରଦାର କରିଛନ୍ତି । ଆର୍. କେ. ପୁର, ବୁଡୁରା ଆଦି ଗ୍ରାମ ଆଜି ପ୍ରଚାର ସରିବ ବୋଲି ରାମ୍ ପ୍ରସାଦ ସୂଚନା ଦେଇଛନ୍ତି ।