୮୦ ରନ୍ କରି ମଧ୍ୟ ଖୁସି ନାହାଁନ୍ତି ଶ୍ରେୟସ, କହିଲେ…

0
128
୮୦ ରନ୍

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୧୨/୦୨) : ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ଶେଷ ଦିନିକିଆରେ ଦମଦାର ବ୍ୟାଟିଂ କରି ୮୦ ରନ୍ ମଧ୍ୟ ସଂଗ୍ରହ ଥିଲେ ଶ୍ରେୟସ ଆୟର । ଏହାସହ ଦଳକୁ ସଙ୍କଟରୁ ରକ୍ଷା କରିଥିଲେ ।

ହେଲେ ଶ୍ରେୟସ ୮୦ ରନ୍ ସ୍କୋର କରି ଦଳ ର ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ଏହି ଇନିଂସ କୁ ନେଇ ଖୁସି ନାହାଁନ୍ତି ଶ୍ରେୟସ । ଶ୍ରେୟସ କହିଛନ୍ତି ଯେ, ସେ ଶତକ କରିପାରିଥାନ୍ତେ । ଖରାପ ସଟ୍ ଖେଳି ଆଉଟ ହେଲେ ।