ପୋଲିସ ର ଫ୍ଲାଗ ମାର୍ଚ୍ଚ, ନିର୍ବାଚନ ପାଇଁ ସଜାଗ

0
277
ପୋଲିସ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୮/୦୩) : ଆଜି କାଶୀନଗର ପୋଲିସ କାଶୀନଗର ସହର ର ସମସ୍ତ ୱାର୍ଡରେ ପୋଲିସ ର ଫ୍ଲାଗ ମାର୍ଚ୍ଚ ପଇଁତରା ମାରୁଛି |

ଆଗାମୀ ୨୪ ରେ କାଶୀନଗର ପୌର ନିର୍ବାଚନ ଅନୁଷ୍ଟିତ ହେବ । ଏଣୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କାଶୀନଗର ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ ଙ୍କ ନିର୍ଦ୍ଧେଶ ଓ ଉପସ୍ଥିତିରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଗିବା ପାଇଁ ଏହି ଫ୍ଲାଗ ମାର୍ଚ୍ଚ କରିଛି । ଏହି ଫ୍ଲାଗ ମାର୍ଚ୍ଚ ପାଦରେ ଚାଲି ଚାଲି ସମସ୍ତ ଅଞ୍ଚଳ କୁ ବୁଲି ଥିଲେ ।