ଶିକ୍ଷା ସଚତେନା ରଥକୁ କଣାବାଇ ପଞ୍ଚାୟତରେ ଅଭିନ୍ଦନ ଜ୍ଞାପନ

0
170
ଶିକ୍ଷା ସଚତେନା

ରିପୋର୍ଟ : ନରୋତ୍ତମ ପାଢ଼ୀ //
ବିଷମକଟକ, (୨୧/୪) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କଣାବାଇ ପଞ୍ଚାୟତରେ ଥିବା କୁସୁମପଦର ପ୍ରାଥମିକ ବିଦ୍ୟାଳୟ ଓ କଣବାଇ ଗ୍ରାମ ହାଇସ୍କୁଲରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସ୍ଵାଗତ ଜଣାଇଛନ୍ତି |6e0c0bda cec2 4853 a94a b6ee7e608c0b ଶିକ୍ଷା ସଚତେନା ରଥକୁ କଣାବାଇ ପଞ୍ଚାୟତରେ ଅଭିନ୍ଦନ ଜ୍ଞାପନ

ସରପଞ୍ଚ ଶ୍ରୀ ବିରସିଂଙ୍ଗ କୁମ୍ବୁରିକ, ଅଙ୍ଗନବାଡି କର୍ମୀ ମଞ୍ଜୁ କୁମ୍ଭୂରିକା, ଆଶା କର୍ମୀ, ଛାତ୍ର ଛାତ୍ରୀ ଏବଂ ଗ୍ରାମର ସମସ୍ତ ଅଭିଭାବକ ମାନେ ଓ ସ୍କୁଲର ପ୍ରଧାନଶିକ୍ଷକ ଓ ସମସ୍ତ ସହୋଜଗୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମ୍ମାନୀତ କରିଥିଲେ । ପିଲାମାନଙ୍କୁ ସମସ୍ତ ଗ୍ରାମବାସୀ ଶପଥ ପାଠ କରାଇଥିଲେ ଏବଂ ସରକାରଙ୍କ ଦ୍ଵାରା କରାଯାଉଥିବା କାର୍ଯ୍ୟକ୍ରମକୁ ସରପଞ୍ଚ ଶ୍ରୀ ବିରସିଂଙ୍ଗ କୁମ୍ବୁରିକା ଓ ଗ୍ରାମବାସୀ ଧନ୍ୟବାଦ ଜାଣଇଛନ୍ତି l