ଅନନ୍ତ ଚିନ୍ତାମଣୀ ଆଦିବାସୀ ସାମାଜିକ ସଙ୍ଘ ତରଫରୁ ବିଷମକଟକ ତହସିଲଦାରଙ୍କୁ ଦାବିପତ୍ର

0
242

ରିପୋର୍ଟ : ନରତ୍ତମ ପାଢ଼ୀ //
ବିଷମକଟକ,(୧୧/୧୧) : ଆଜି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର କୁଟ୍ରାଗଡ଼ ପଞ୍ଚାୟତ ଅନ୍ତର୍ଗତ ଅନନ୍ତ ଚିନ୍ତାମଣୀ ଆଦିବାସୀ ସାମାଜିକ ସଙ୍ଘ ଚାରି ଟେବୁଲ ଟ୍ରଷ୍ଟର7c088945 0095 48bf ac69 60ccdd0768b9 ଅନନ୍ତ ଚିନ୍ତାମଣୀ ଆଦିବାସୀ ସାମାଜିକ ସଙ୍ଘ ତରଫରୁ ବିଷମକଟକ ତହସିଲଦାରଙ୍କୁ ଦାବିପତ୍ର

ଜାଗା ଓ ପଟ୍ଟା ଦସ୍ତାବୀଜ ପ୍ରଦାନ ନିମନ୍ତେ ଅନନ୍ତ ଚିନ୍ତାମଣୀ ଆଦିବାସୀ ଯୁବ ସମାଜ ସେବୀ ତଥା ବିଜୁ ଛାତ୍ର ଜନତା ଦଳ ବ୍ଲକ ସମ୍ପାଦକ ଅଶ୍ୱିନ କୁମାର ସେଠୀ ଓ ସେହି ଅନୁଷ୍ଠlନ ର ସମ୍ପାଦକ ନରତ୍ତମ ପାଢ଼ୀ, କୋଷାଧ୍ୟକ୍ଷ ସାଧୁ ଜନ ହିକକା ପ୍ରମୁଖ ଉପସ୍ଥିତ ରହି ବିଷମ କଟକ ତହସିଲଦାର ଶ୍ରୀଯୁକ୍ତ ସୁବେନ୍ଦୁ ଜେନାଙ୍କୁ ଏକ ଲିଖିତ ଭାବରେ ଚିଠି ପ୍ରଦାନ କରାଗଲା | ସଭାପତି ନେତ୍ରୀ ଅନିତା ପିଡିକା ମଧ୍ୟ ଉପସ୍ଥିତ ଥିଲେ |