ମାଁ ଗ୍ରାମ ଦେବତିଙ୍କ ଯାତ୍ରା ପାଇଁ ବ୍ରାହ୍ମଣ ସମାଜ ତରଫରୁ ମହା ଆୟୋଜନ

0
128
ମାଁ ଗ୍ରାମ ଦେବତିଙ୍କ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୬) : କାଶୀନଗର ବ୍ରାହ୍ମଣ ସାହିରେ ପ୍ରତି ତିନି ବର୍ଷରେ ଥରେ ମାଁ ଗ୍ରାମ ଦେବତିଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ମହା ଆଡ଼ମ୍ବରରେ ଏହି ପର୍ବ ପାଳନ ପାଇଁ ବ୍ରାହ୍ମଣ ସମାଜ ତରଫରୁ ମହା ଆୟୋଜନ କରାଯାଇଛି । ବ୍ରହ୍ମ ସମାଜ ତରଫରୁ ଏହି କାର୍ଯ୍ୟକ୍ରମ ହେଉଥିବାରୁ ଏହାକୁ ସମଗ୍ର ବ୍ରାହ୍ମଣ ସମାଜ ସ୍ୱାଗତ କରିଛନ୍ତି । ଏହି ଯାତ୍ରା ଆସନ୍ତା ୩ ତାରିଖ ରୁ ୮ ତାରିଖ ଯାଏଁ ଅନୁଷ୍ଟିତ ହେବ ।