ବୋରିଗୁମ୍ମା ରୁ ବାଳ ଶ୍ରମିକ ଉଦ୍ଧାର

0
172
ବୋରିଗୁମ୍ମା

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, କୋରାପୁଟ, (୧/୬) : ବୋରିଗୁମ୍ମା ରୁ ବାଳ ଶ୍ରମିକ ଉଦ୍ଧାର । କୋରାପୁଟ ଜିଲ୍ଲା ଶ୍ରମ ବିଭାଗ ଓ ଚାଇଲ୍ଡ ଲାଇନ ଶିଶୁ ମଙ୍ଗଳ ସମିତି ର ମିଳିତ ଚଢାଉ କରାଯାଇଥିବା ଜଣାପଡିଛି ।WhatsApp Image 2022 06 03 at 12.03.04 PM 1 ବୋରିଗୁମ୍ମା ରୁ ବାଳ ଶ୍ରମିକ ଉଦ୍ଧାର

ଏହି ଚଢାଉ ଦ୍ୱାରା ଗୋଟିଏ ହୋଟେଲରୁ ଜଣେ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ତୁରୁକା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହେନ୍ଦ୍ର କୁମାର ଜେନା, ଶିଶୁ ମଙ୍ଗଳ ସମିତି ର ଗୀତା ପଟ୍ଟନାୟକ, ଅର୍ଜୁନ ଗୌଡ ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଏହି ଚଢାଉରେ ସାମିଲ ହୋଇଥିବା ଜଣାପଡିଛି ।