ବିଜେପି ତରଫରୁ ଆଜାଦି କା ଅମୃତ ମହତ୍ସବ

0
158
ବିଜେପି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୮) : ଆଜି କାଶୀନଗର ବସ ଷ୍ଟାଣ୍ଡ ଠାରେ କାଶୀନଗର ବିଜେପି ତରଫରୁ ଆଜାଦି କା ଅମୃତ ମୋହତ୍ସବ ପାଳିତ ହେଉଛି । 

ଆଜି ସ୍ଥାନୀୟ ବିଜେପି ତରଫରୁ ବସ ଷ୍ଟାଣ୍ଡ ଠାରେ ଏହି ଉତ୍ସବ ପାଳିତ ହୋଇଥିଲା । ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମୁକୁନ୍ଦ ରାଓ, ଆର. ନାରାୟଣ ରାଓ, ଭି. ଚଲାପତି ରାଓ, କନ୍ୟା କୁମାରୀ ସାହୁ, ଏସ. କୋଟି ଆହୁରି ଅନେକ ବିଜେପି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପବିତ୍ର ସ୍ୱାଧୀନତା ଦିବସ ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଉତ୍ସବ କରାଯାଇ ଥିବା ଶ୍ରୀ ଚଲାପତି ରାଓ ସୂଚନା ଦେଇଛନ୍ତି ।