କାଶୀନଗରରେ ଲଷ୍ମୀ ଗଣେଶ ମନ୍ଦିର ପ୍ରତିଷ୍ଠା

0
193
କାଶୀନଗରରେ

ରିପୋର୍ଟ : ପ୍ରଣତି ସାବତ 
କାଶୀନଗର, (୨୩/୦୮) : ଗତକାଲି କାଶୀନଗର ଠାରେ ଏକ ଲଷ୍ମୀ ଗଣେଶ ମନ୍ଦିର ପ୍ରତିଷ୍ଠା ହୋଇଛି । 

ଗଜପତି ଜିଲ୍ଲା କାଶୀନଗର ସହର ର ବଂଶଧାରା ନଦୀ କୂଳରେ ଏକ ଲଷ୍ମୀ ଗଣେଶ ମନ୍ଦିର ପ୍ରତିଷ୍ଠା ହୋଇଛି । ଏହା ପାଇଁ କଳସ ଯାତ୍ରା ଗାଁ ପରିକ୍ରମା କରିବା ସହ ପୂଜା ହୋମ ଓ ପ୍ରତିଷ୍ଠା କାର୍ଯ୍ୟ ହୋଇଛି । ସରସ୍ୱତୀ ବ୍ରାହ୍ମଣ ସାହିରେ ଏହି ମନ୍ଦିର ନିର୍ମାଣ ହୋଇଛି । ବହୁ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସମସ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରିଥିଲେ ।