ବଢ଼ିଗାଁ ଗ୍ରାମ ପଞ୍ଚାୟତ ଠାରେ ସଚେତନତା କାର୍ଯ୍ୟକ୍ରମ

0
149
ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୫/୦୮) : ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଢ଼ିଗାଁ ପଞ୍ଚାୟତ ଆଶ୍ୱାଶ୍ରୋ ର ସ୍ଵଧାର ଗୃହ ଦ୍ଵାରା ପରିଚାଳିତ ଗୁଣିଗାରେଡି, ଅସ୍ପୃଶ୍ୟତା, ଡାହାଣୀ ସନ୍ଦେହରେ ନିରୋଧ ଆଇନ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା ।WhatsApp Image 2022 08 25 at 6.00.35 PM ବଢ଼ିଗାଁ ଗ୍ରାମ ପଞ୍ଚାୟତ ଠାରେ ସଚେତନତା କାର୍ଯ୍ୟକ୍ରମ

ଉପସ୍ଥିତ ଅଧିକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭାଗ ର ଜିଲ୍ଲା ସଂଯୋଜକ ନିରଞ୍ଜନ ବାଘ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରୋଗ୍ରାମ ଅଫିସର ଗୀତାଞ୍ଜଳି ପ୍ରଧାନ, ଡୀଷ୍ଟ୍ରିକ୍ଟ୍ ଚାଇଲଡ ମ୍ୟାରେଜ ଅଫସର ପ୍ରବିଜ୍ଞା ଦାସ୍, ବଢିଗାଁ ଜି. ପି ସରପଞ୍ଚ, ସ୍ଵଧାର ଗୃହ ପରିଚଳିକା ଯମୁନା ବରାଳ, ପରାମର୍ଶ ଦାତ୍ରୀ ସବିତା ହୋତା ଅନ୍ଧ ମୁକ ବଧିର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପରିଡ଼ା ଉପସ୍ଥିତ ଥିଲେ ।