ବିଦ୍ୟୁତ ତାର ସସ୍ପର୍ଶ ରେ ଆସି ଦୁଇ ଜଣ ମୃତ : ଜଣେ ଗୁରୁତର

0
243

ରିପୋର୍ଟ : ରାକେଶ ମହାରଣା //
କୋଦଳା, ଗଞ୍ଜାମ, (୧୧/୦୮) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନ୍ଦୁରିଆପଡା ରେ ଘଟିଛି ଅଘଟଣ l ଘରକାମ କଲାବେଳେ ବିଦ୍ୟୁତ ତାର ସସ୍ପର୍ଶ ରେ ଆସି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି lbb64d56d 6add 485a bcfa d63fc1345026 ବିଦ୍ୟୁତ ତାର ସସ୍ପର୍ଶ ରେ ଆସି ଦୁଇ ଜଣ ମୃତ : ଜଣେ ଗୁରୁତର

ଚିକିତ୍ସା ନିମନ୍ତେ ସମସ୍ତ ଗୁରୁତର ଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇ ଥିବା ବେଳେ ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଓ ଜଣେ ଗୁରୁତର ଅଛନ୍ତି l ମୃତକ ମାନେ ହେଲେ ୫୦ ବର୍ଷୀୟା ଝୁନୁ ଗୌଡ଼ ଓ ଆଠଗଡ଼ ଗ୍ରାମ ର ମସ୍ତ୍ରୀ ୨୭ ବର୍ଷୀୟ ଗୋପାଳ ବେହେରା l ଆଜି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନ୍ଦୁରିଆପଡା ଗ୍ରାମ ର ଜଣେ ବ୍ୟକ୍ତିଙ୍କ ଘରେ ଗ୍ରିଲ ବସାଇବା କାମ ଚାଲିଥିବା ବେଳେ ଘରକୁ ଆସିଥିବା ବିଦ୍ୟୁତ ତାର ସସ୍ପର୍ଶ ରେ ଆସି ଘଟିଛି ଅଘଟଣ l