ବାରିଗୁଡା ଗ୍ରାମ ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

0
160
ବାରିଗୁଡା ଗ୍ରାମ

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୩୧/୧୦) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଚାଟିକଣା ଅନ୍ତର୍ଗତ ବାରିଗୁଡା ଗ୍ରାମ ଠାରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ କୁ ଆଖି ଆଗରେ ରଖି ବାରିଗୁଡା ଗ୍ରାମ ର ରାସ୍ତାଘାଟ ଏବଂ ଡ୍ରେନ୍ ସଫା କରାଯାଇଥିଲା ।WhatsApp Image 2022 10 30 at 3.29.33 PM ବାରିଗୁଡା ଗ୍ରାମ ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ମାଁ ଦ୍ଵାରଶୁଣି ଯୁବକ ସଙ୍ଘ ର ସଭାପତି ଲକ୍ଷ୍ମଣ ମାଧଳା, ଉପସଭାପତି ରବି ଉର୍ଲାପ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ଉପ ସମ୍ପାଦକ କେଶବ ଉତ୍ତରାସିଲି କୋଷାଧ୍ୟକ୍ଷ ପି. ଅନିଲ କୁମାର, ତୁମ୍ଭେସ୍ଵର ଲାବଲା ରାଜେନ୍ଦ୍ର କୁମାର ପାତ୍ର, ସନ୍ତୋଷ ପିରିପାକା, ସରୋଜ ଗୋତି, ପ୍ରଦୀପ କୁମାର, ଲୋକନାଥ ପରିଚ୍ଛା ଏବ୍ଂ ସମସ୍ତ ସଭ୍ୟ ଓ ଗ୍ରାମ ର ଭଦ୍ରବ୍ୟକ୍ତି ମିଶି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।