ଶୌଣ୍ଡିକ ସମାଜ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
112
ଶୌଣ୍ଡିକ

  ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୧୫/୧) : ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅନ୍ତର୍ଗତ ଲଟାଗୁଡା ଠାରେ ଶୌଣ୍ଡିକ ସେବା ସମିତି ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବ୍ଲକ ସଭାପତି ରାମଚନ୍ଦ୍ର ବେହେରାଙ୍କ ଓ ନଗର ସଭାପତି କେଶବ ସାହୁକାର ଙ୍କ ନେତୃତ୍ୱ ଏହି ଶୌଣ୍ଡିକସମାଜର ମହାଆଡମ୍ବର ବନ୍ଧୁ ମିଳନ ହୋଇଥିଲେ । ଏହି ବନ୍ଧୁ ମିଳନରେ ରାୟଗଡା ଜିଲ୍ଲାର ଶୌଣ୍ଡିକ ସମାଜର ସଭାପତି ନନ୍ଦକିଶୋର ଚୌଧୁରୀ, ଜିଲ୍ଲା ସମ୍ପାଦକ ସୁବାଷ ଚନ୍ଦ୍ର ବେହେରା, ଆମ୍ବାଦ ସଭାପତି କୁଷ୍ଠ ଚନ୍ଦ୍ରସାହୁକାର, ବିଷମକଟକ ବ୍ଲକର ସଭାପତି ଜ୍ଯାତିସାହୁ, ବିଷମକଟକ ର ବରିଷ୍ଠ ଆଇନ ଜୀବି କୁଷ୍ଠ ଚନ୍ଦ୍ର ସାହୁ, ଦକ୍ଷିଣ ଶୌଣ୍ଡିକ ସେବା ସମାଜର ଭବାନୀପାଟଣା ଗୋପାଳ ଚନ୍ଦ୍ର ସାହୁ, ବିନୋଦ ବିହାରୀ ସାହୁ ବିଷମକଟକ, ଚନ୍ଦ୍ର ବେହେରା, ଏମାଙ୍କୁ ସମ୍ରୁଦ୍ଦନା କରା ଯାଇଥିଲେ । ରବି କାଦାମ୍ବାବାଳ, ବାପି ସାହୁକାର, ଓଡ଼ିଶା ହାଲଚାଲ ସାମ୍ବାଦିକ ପ୍ରସାଦ ସାହୁକାର, ପ୍ରମୋଦ ସାହୁକର ଶୌଣ୍ଡିକ ସମାଜର ସମ୍ପାଦକ ସିମାଞ୍ଚଳ ନେମାଲପୁରୀ ‘ ଜଗ ନେମାଲି ପୁରୀ, ପରିଚାଲନା କରିଥିଲେ ।

ଉଦୟ ଚନ୍ଦ୍ର ଲାବଲା, ଏମାନଙ୍କ ନେତୃରେ ଆଜିର ସମାଜ ସେବା ସମିତି ଆନୁକୂଲ୍ୟରେ ଛୋଟ ଛୋଟ ପିଲାଙ୍କ ଙ୍କୁ ଚାଚ ଗୀତ ନେଇ ଚାମଚ ପ୍ରତିଯୋଗତା ଖେଳ ଅନୁଷ୍ଠିତ ଓ ଡେନ୍ସ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ ।ଶୌଣ୍ଡିକ ସମାଜର ମା ମାନେ ଚେୟାର ପ୍ରତିଯୋଗିତାରରେ ଭାଗ ନେଇଥିଲେ । ଦୀର୍ଘ ଦିନ ଧରି କୋଭିଡ କଟକଣା ଯୋଗୁଁ ଏହି ଶୌଣ୍ଡିକସମାଜର ବନ୍ଧୁ ମିଳନ ହୋଇ ପାରୁଥିଲା ଆଜି ୫୦୦ରୁ ଉର୍ଦ୍ଧ ଶୌଣ୍ଡିକ ସମାଜର ବନ୍ଧୁ ଉପସ୍ଥିତ ରହି ଲଟାଗୁଡା ଠାରେ ମଜା ମସ୍ତୀ କରି ଆନନ୍ଦ ଉପଭୋଗ କରିଥିଲେ ।