ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁର୍ଘଟଣାରେ ଦୁଇ ମୃତ

0
85
ଦୁର୍ଘଟଣାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୩/୦୧) : ଢ଼େଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ସିମିନଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭାରସ୍ୟାମ ହରାଇ କେନାଲକୁ ଖସିଲା ପିକନିକ୍ ବସ୍ । ଦୁର୍ଘଟଣାରେ ୨ ମୃତ, ୩୦ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନ ଓ ଆମ୍ବୁଲାନ୍ସ ପହଁଚି ସମସ୍ତଙ୍କୁ ଉଦ୍ଧାର କରିଛି । ହରିଶଙ୍କରରୁ ପିକନିକ କରି ଫେରୁଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି । ଏଖବର ପରେ ଘରେ ଦୁଖର ଛାୟା ଖେଳିଯାଇଛି ।