-5.7 C
Innichen
Saturday, January 28, 2023

ପାତାଳୀ ମହୋତ୍ସବ ର ତୃତୀୟ ସନ୍ଧ୍ୟା

ରିପୋର୍ଟ : ରାଜେଶ ବାଗ
ଉଲୁଣ୍ଡା, (୨୪/୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୮ ତମ ପାତାଳୀ ମହୋତ୍ସବ ର ଆଜି ତୃତୀୟ ସନ୍ଧ୍ୟା ।

ପୂର୍ଣ୍ଣଚନ୍ଦ୍ର ପାଢୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଯୋଗ ଦେଇଥିଲେ।ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓଡିଶା ସରକାରଙ୍କ ତରଫରୁ ଭଜନ ଭକ୍ତି ଅମୃତ (ଜଗତସିଂହପୁର)ଭଜନ କାର୍ଯ୍ୟକ୍ରମ ଚାଲିଅଛି । ଏଥିରେ ଗାୟକମାନେ ସୁନ୍ଦର ଭଜନ ପରିବେଷଣ କରିଥିଲେ ।

Related Articles

Stay Connected

0FansLike
3,684FollowersFollow
20,500SubscribersSubscribe
- Advertisement -spot_img

Latest Articles