ଏକଲ ବିଦ୍ୟାଳୟ ତରଫରୁ ଗ୍ରାମବାସୀ ଦିବସ ପାଳନ

0
111
ତରଫରୁ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୯/୦୧) : ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ ଅଧିନସ୍ଥ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଙ୍କିଆ ଏକଲ ବିଦ୍ୟାଳୟ ତରଫରୁ ଗ୍ରାମବାସୀ ଦିବସ ପାଳିତ ହୋଇଯାଇଛି । WhatsApp Image 2023 01 28 at 18.40.50 ଏକଲ ବିଦ୍ୟାଳୟ ତରଫରୁ ଗ୍ରାମବାସୀ ଦିବସ ପାଳନ

ଆଚାର୍ଯ୍ୟା ରଞ୍ଜିତା ମିଶ୍ରଙ୍କ ସଂଯୋଜନାରେ ପ୍ରଥମେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ଉପରେ ବକ୍ତବ୍ୟ ପ୍ରଦାନ ପରେ ସରସ୍ୱତୀ ଦେବୀ ଙ୍କ ପୂଜାର୍ଚନା ସହିତ ଗ୍ରାମର କୋମଳମତି ଶିଶୁ ମାନଙ୍କୁ ନେଇ ଭିଭିନ୍ନ ପ୍ରତିଯୋଗିତା, ହାତଧୁଆ ପ୍ରଣାଳୀ, ପୁରସ୍କାର ପ୍ରଦାନ ଓ ଅନ୍ନଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ସ୍ଵେଚ୍ଛାସେବୀ ଅକ୍ରୁର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।