ସଂସ୍କୃତ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କଲେ ସବ୍ୟସାଚି

0
93
କଲେ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୩/୩) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁ’ର ଛାତ୍ର ସବ୍ୟସାଚୀ ବିଶି ସଂସ୍କୃତ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ ହୋଇଛନ୍ତି ।

ସବ୍ୟସାଚୀ ହେଲେ ଜାତୀୟ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ତିରୁପତି ର ଜଣେ ଧ୍ୟକ୍ଷ ଛାତ୍ର । ସେ ଦ୍ୱିତୀୟ ଦୀକ୍ଷାନ୍ତ ସମାରୋହ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମୁଖ୍ୟ ଅତିଥି ଡା.ଅନିଲ ସାହସ୍ରବୁଦ୍ଧ ଙ୍କ ଠାରୁ” ସ୍ୱର୍ଣ୍ଣ ପଦକ” ରେ ପୁରସ୍କୃତ ହେଲେ । ସବ୍ୟସାଚୀ ୨୦୨୧-୨୨ ରେ ତିରୁପତି ରେ ଆଚାର୍ଯ୍ୟ (ପୁରାଣେତିହାସ)ରେ ପଢୁଛନ୍ତି । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସବ୍ୟସାଚୀ ବେଶ ଖୁସି ଥିବା କହିଛନ୍ତି ।