ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅଭିନବ ପ୍ରତିବାଦ

0
292
ସଂଘ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୯/୩) : ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ଡାକରା କ୍ରମେ ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କାଶୀନଗର ବ୍ଲକ ର ସମସ୍ତ ବିଦ୍ୟାଳୟ ରେ ଏନ ପି ଏସ. ଶିକ୍ଷକ ଶିକଜ୍ଞାୟିତ୍ରୀ ନିଜ ର ତିନି ଦଫା ଦାବୀ ପୁରାଣ ନ ହେବା ଯାଏଁ କଳା ବ୍ୟାଜ ପିନ୍ଧି ନିଜର ପ୍ରତିବାଦ ପ୍ରକଟ କରିଛନ୍ତି ।WhatsApp Image 2023 03 09 at 12.39.56 ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅଭିନବ ପ୍ରତିବାଦ

ଆସନ୍ତା କାଲି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଙ୍କୁ ସ୍ମାରକ ପତ୍ର ଦିଆଯିବ । ଆଗାମୀ ୧୫ ତାରିଖ ଠାରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତିନିଦିନ ଛୁଟିରେ ରହି ଭୁବନେଶ୍ୱର ଆନ୍ଦୋଳନ ରେ ଭାଗ ନେବେ ବୋଲି ସଙ୍ଘ ର କାର୍ଯ୍ୟକାରୀ ସଭାପତି ଶ୍ରୀ ଜଗଦୀଶ ପାତ୍ର ସୂଚନା ଦେଇଛନ୍ତି ।