ଠିଡ଼ି କାଜୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ NEP ୨୦୨୦ ଓ FLN ଉପରେ ଆଲୋଚନା ଚକ୍ର ବୈଠକ

0
347

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୨୧/୦୮) : ଆଜି ଅପରାହ୍ନ ୧ ଘଟିକା ରେ ହରଭଙ୍ଗା ବ୍ଲକ ର ଠିଡ଼ି କାଜୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ DIET ବୌଦ୍ଧ, CRCC ଓ ହରଭଙ୍ଗା ବ୍ଲକ ର ଶିକ୍ଷକ ମାନଙ୍କୁ ନେଇ NEP 2020ଓ FLN ଉପରେ ଆଲୋଚନା ଚକ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି |WhatsApp Image 2021 08 22 at 7.55.57 AM ଠିଡ଼ି କାଜୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ NEP ୨୦୨୦ ଓ FLN ଉପରେ ଆଲୋଚନା ଚକ୍ର ବୈଠକ

ଠିଡ଼ି କାଜୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ବୈଠକ ରେ BEO ହରଭଙ୍ଗା ଶ୍ରୀ ଦେବରାଜ ପ୍ରଧାନ ସଭାପତିତ୍ୱ କରିଥିଲେ | CRCC ବାଣିଭୂଷଣପୁର ଶ୍ରୀ ପ୍ରସନ୍ନ କୁମାର ଭୋକ୍ତା, CRCC ଲୁଣିବାହାଲ ଶ୍ରୀ ସତ୍ୟନାରାୟଣ ନାୟକ ବୈଠକ ରେ ଧନ୍ୟବାଦ ଅର୍ପଣ କରିଥିଲେ |

ଆଲୋଚନା ଚକ୍ର ରେ DIET ବୌଦ୍ଧ ର ଶୁଭଲକ୍ଷ୍ମୀ ପରିଡାଓ ସସ୍ମିତା ଗଡ଼ନାୟକ ଶିକ୍ଷକ ମାନଙ୍କୁ NEP 2020ଓ FLN ଉପରେ ସରସ ସୁନ୍ଦର ଭାବେ ଭିଜୁଆଲ ମାଧ୍ୟମରେ ବୋଝଇ ଥିଲେ ଓ ନିଜନିଜ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ଏହି ଉପାୟରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ |