କୋରାପୁଟ ର ଡୁମୁରିପୁଟ ରେ ହନୁମାନ ଜୟନ୍ତୀ

0
151
କୋରାପୁଟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୪/୦୪) : ଆଜି କୋରାପୁଟ ଜିଲ୍ଲା କୋରାପୁଟ ଠାରେ ୭ କିଲୋମିଟର ଦୂର ଡୁମୁରିପୁଟ ଠାରେ ଥିବା ବିରାଟ ହାବୁମାନ ମନ୍ଦିର ଠାରେ ହନୁମାନ ଜୟନ୍ତୀ ତଥା ପଣା ସଂକ୍ରାନ୍ତି ମହା ସମାରୋହ ରେ ପାଳିତ ହୋଇଯାଇଛି ।

ଏଥି ନିମନ୍ତେ ବିରାଟ ଆୟୋଜନ କରାଯାଇଛି । ହନୁମାନ ଚାଳିଶା ପାଠ ସହ ପୂଜା ଅର୍ଚନା ଚାଲିଛି । ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତ ସମାଗମ ହୋଇଛନ୍ତି । ଆମ ପ୍ରତିନିଧି ଆଜି କୋରାପୁଟ ଯାଇଥିବା ବେଳେ ଏହି ପୀଠ କୁ ଦର୍ଶନ ପାଇଁ ଯାଇଥିଲେ ।