ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

0
84
ଜଗନ୍ନାଥ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡ଼ା, (୪/୬) : ରାୟଗଡା ଜିଲ୍ଲା ମୁନିଗୁଡା ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଦେବସ୍ନାନ ପୂର୍ଣ୍ଣିମା ଅତି ସୁନ୍ଦର ଭାବରେ ଓ ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 06 04 at 18.18.25 ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପୂଜା କମିଟି ର ସଭା ପତି ଶ୍ରୀ ଭାଗ୍ୟରଥି ନାଗ, ସମ୍ପାଦକ ଶ୍ରୀ ଭି ଚନ୍ଦ୍ର ଶେଖର ରାଓ, କୋଷାଧ୍ୟକ୍ଷ ଶ୍ରୀ ମାନସ ରଞ୍ଜନ ବେହେରା, ଉମା ଶଙ୍କର ପାତ୍ର, ବିକାଶ ପରିଷଦ ର ସଭାପତି ଘନ ଶ୍ୟାମ ମାରଥା (ଟୁନା) ଉପସଭାପତି ଭୀମ ବେହେରା, ସୁବାସ ଗୋଡ, ବ୍ରାହ୍ମଣ ସେବାୟତ ର ଶ୍ରୀ ନାଥ ପଣ୍ଡା, ଶ୍ରୀ ବୃଦବନ୍ ପାଢ଼ୀ, ବଡ଼ପଣ୍ଡା ନରୋତ୍ତମ ଦାସ, ଦିବାକର ମିଶ୍ର, ଗୌରୀ ଶଙ୍କର ମିଶ୍ର, ଦୁର୍ଗା ପ୍ରାସାଦ ପାଢ଼ୀ, ବାବୁନି, ପ୍ରଣବ ମିଶ୍ର, ନିକୁଞ୍ଜ ଶତପଥୀ, ବିଜି ଦାସ, ଆଲୋକ ସାବତ ପୂଜା ଭଣ୍ଡା ର ମହା ପାତ୍ର, ରାଜୀବ ସାହୁ, ପ୍ରଦୀପ ପରିଛା ଏବଂ ଗ୍ରାବାସୀ ଭକ୍ତ ବୃନ୍ଦ ମା ମାନଙ୍କ ସହିତ ଗ୍ରାମ ର ମାନ୍ୟ ଗଣ୍ୟ ଭକ୍ତ ସମାଗମ ରେ ମୁନିଗୁଡ଼ା ସରପଞ୍ଚ ସୁଶ୍ରୀ ସରସ୍ଵତୀ ଶବର ତତ୍ତ୍ୱାଧୀନରେ ଦେବ ସ୍ନାନ ପୂର୍ଣ୍ଣିମା ଅତି ସୁନ୍ଦର ଭାବରେ ପାଳନ ହୋଇଯାଇଛି । ମହାପ୍ରଭୁ ଙ୍କ ଏହି ସ୍ନାନ ପୂର୍ଣ୍ଣିମା ଯାତ୍ରା ଦେଖିବା ପାଇଁ ଭକ୍ତ ଙ୍କ ସମାଗମ ହୋଇ ଥିଲା । ସର୍ବ ଶେଷରେ ସରପଞ୍ଚ ସମସ୍ତ ସଦସ୍ୟ ଓ ସେବାୟତ ମାନଙ୍କ ଧନ୍ୟବାଦ୍ ଜଣାଇଛନ୍ତି ।