ପୁଣି ବାଜିମାତ ମାରିଲା ଜଗନ୍ନାଥ କଲେଜ

0
180
ପୁଣି

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର, (୯/୬) : ଗଜପତି ଜିଲ୍ଲା କାଶୀନଗର ଠାରେ ରସିଥିବା ଜଗନ୍ନାଥ କ୍ଷଲେଜ ଚଳିତ ବର୍ଷ +2କଳା ରେଜଲ୍ଟ ରେ ପୁଣି ବାଜିମାତ ମାରି ନେଇଛି ।

ଏହି ଯୁନିଅର କଲେଜର ୩୫ ଜଣ ପିଲା +୨ କଳା ରେ ପରୀକ୍ଷା ଦେଇଥିଲେ, ହେଲେ ଶତ ପ୍ରତିଶତ ପିଲା ପାସ କରି କଲେଜର ଟେକ ରଖିଥିବାରୁ ସେପଟେ ଶିକ୍ଷକ ଓ ଅବିଭାବକ ସମସ୍ତେ ଖୁସି ପ୍ରକଟ କରିଛନ୍ତି । ପ୍ରଥମ ଶ୍ରେଣୀରେ ୨ ଜଣ ଦ୍ଵିତୀୟରେ ଓ ତୃତୀୟରେ ୩୧ ଜଣ ପାସ କରିଛନ୍ତି ।