1. Big News : ଖାକିରେ ଲାଗିଲା ଦାଗ – ଡକାୟତି କରୁଥିଲେ CRPF ଯବାନ

0
122
ଖାକିରେ

ରିପୋର୍ଟ: ଶିବ ବିଶୋଇ //
ଲମତାପୁଟ (୦୩/୦୭) : ଖାକିରେ ଲାଗିଲା ଦାଗ – ଡକାୟତି କରୁଥିଲେ CRPF ଯବାନ : କୋରାପୁଟ ପାଡୁଆ ପୋଲିସ ଡକାୟତ କରୁଥିବା ଯବାନ ଏବଂ ସହଯୋଗୀକୁ ଗିରଫ କରିବାରେ ସଫଳତା ପାଇଛି la7c78deb a529 4984 9654 0f9fca5d6246 1. Big News : ଖାକିରେ ଲାଗିଲା ଦାଗ - ଡକାୟତି କରୁଥିଲେ CRPF ଯବାନ

ଖାକିରେ ଲାଗିଲା ଦାଗ : ଆନ୍ଧ୍ରପ୍ରଦେଶର ରାଜମେଣ୍ଡ୍ରିରେ କାର୍ଯ୍ୟରତ ଥିବା ୪୨ ବାଟାଲିୟନ CRPF ଯବାନ ରାଜ କୁମାର ଜୈନ ଏବଂ ସହଯୋଗୀ ଆରକୁ ଅଞ୍ଚଳର ବାଜି ନାରଧୀନ ଉଭୟ ମିଳିତ ଭାବରେ ଡକାୟତ କରୁଥିଲେ l ଆନ୍ଧ୍ର ରୁ ଆସୁଥିବା କିଛି ପର୍ଯ୍ୟଟକଙ୍କ ଠାରୁ ସ୍ଥାନୀୟ ପୋଲିସର ପରିଚୟ ଦେଇ ଟଙ୍କା ମୋବାଇଲ ଲୁଟିଥିଲେ ଓଡିଶା ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ l ୧୧୨ ରେ ଅଭିଯୋଗ କରିଥିଲେ ପର୍ଯ୍ୟଟକ ସଙ୍ଗେ ସଙ୍ଗେ ପାଡୁଆ ପୋଲିସ ତତ୍ପରତା ଦେଖାଇ ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିବାରେ ସଫଳତା ପାଇଛି l ଅଭିଯୁକ୍ତଙ୍କ ଠାରୁ ଯବାନ ବ୍ୟବହାର କରୁଥିବା ଦୁଇଟି ମଙ୍କି କ୍ୟାପ, ଦୁଇଟି ୱାକିଟକି, ୪୫୦୦ ନଗଦ ଟଙ୍କା, ୪ ଟି ମୋବାଇଲ, ସ୍କୁଟି ଗାଡି ଏବଂ ଆଇ କାର୍ଡ ଜବତ କରିଛି ପୋଲିସ l