-5.7 C
Innichen
Saturday, January 22, 2022

ଜଣାଶୁଣା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ହୃଦ୍‌ଘାତ ରେ ଦେହାନ୍ତ : ସିନେମା ଇଣ୍ଡଷ୍ଟ୍ରି ରେ ଶୋକର ଛାୟା

ରିପୋର୍ଟ : ସୁଭାସିସ ନାୟକ
ମୁମ୍ବାଇ,(୦୩/୦୯) : ଗୁରୁବାର ଜଣାଶୁଣା ଟିଭି ଅଭିନେତା ତଥା ବିଗ୍‌ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା ।

ସୂଚନା ମୁତାବକ, ଗତକାଲି ରାତିରେ ଜଣାଶୁଣା ଟିଭି ଅଭିନେତା ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ । କିନ୍ତୁ ଆଜି ସକାଳେ ସେ ଆଉ ଉଠିନଥିଲେ । ଏହାପରେ ପରିବାର ଲୋକେ ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୁମ୍ବାଇର କୁପର ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ହୃଦ୍‌ଘାତ କାରଣରୁ ତାଙ୍କ ମୃତ ହୋଇଥିବା ଡାକ୍ତର ଘୋଷଣା କରିଥିଲେ ।

ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ । ସେ ବିଗ୍‌ ବସ୍‌ ସିଜିନ୍‌ ୧୩ର ବିଜେତା ଥିଲେ। ହଠାତ୍‌ ତାଙ୍କ ମୃତ୍ୟୁ ଖବର ପୁରା ଇଣ୍ଡଷ୍ଟ୍ରିକୁ ଶୋକରେ ବୁଡାଇ ଦେଇଛି ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles