ରାଜ୍ୟ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗୀତାରେ ବୌଦ୍ଧର କୃତିତ୍ୱ

1
61
ରାଜ୍ୟ ସ୍ତରୀୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୩/୯) : ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଜନତା ଉଚ୍ଚ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ତିରନ୍ଦାଜ ପ୍ରତିଯୋଗୀତା ୨୦୨୩/୨୪ ଅନୁଷ୍ଠିତ ।

ପ୍ରତିଯୋଗୀତା ର ପ୍ରଥମ ଦିବସରେ ବୌଦ୍ଧ ର ୧୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ସୁରଜ କୁମାର ମେହେର ୧୭ ବର୍ଷରୁ କମ ବାଳକ ବିଭାଗରେ ଇଣ୍ଡିଆନ ରାଉଣ୍ଡ (୪୦ ମିଟର)ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧର ସୁରଜ କୁମାର ମେହେର ବୁଟୁପାଲି ର ସି ଆର ସିସି ନିରଞ୍ଜନ ମେହେର ଓ ସରିତା ମେହେରଙ୍କ ସୁପୁତ୍ର ଅଟନ୍ତି । ଏହି କୃତିତ୍ୱରେ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।

1 COMMENT

Comments are closed.