ବାଇକି ଓ ଚପଲ ରଖି ନଦୀକୁ ଡେଇଁଲେ ଯୁବକ

1
61
ବାଇକି ଓ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୦୧/୧୦) : ପାରିବାରିକ କଳହ କୁ କେନ୍ଦ୍ର କରି ବାଇକି ଓ ଚପଲ ରଖି ନଦୀ କୁ ଡେଇଁଲେ ଯୁବକ ।

ଅଗ୍ନିଶମ ବାହିନୀ ର ଉଦ୍ଧାର କାର୍ଯ୍ୟ ଜାରି l ଘଟଣା ଟି ଘଟିଛି ଜଗତସିଂହପୁର ଜିଲ୍ଲା ଅଧିନସ୍ତ ଶିଖର ନଦୀ ଘାଟ ନିକଟରେ l ଏହି ନଦୀର ପୋଲ ଉପରେ ଆଜି ନାଉଗାଁ ଥାନା ଅଞ୍ଚଳର ବଛାଳ ଗ୍ରାମର ଶରତ ଲେଙ୍କାଙ୍କ ୩୨ ବର୍ଷୀୟ ପୁଅ ସୁଜିତ ଲେଙ୍କା । ତେବେ ଆଜି ସୁଜିତ କିଛି ପାରିବାରିକ କଳହକୁ କେନ୍ଦ୍ର କରି ଶିଖର ଘାଟ ପୋଲ ଉପର ନିଜର ପଲସର ବାଇକି ଓ ଚପଲ ଟିକୁ ରଖି ନଦୀ ଡେ଼ଇଁ ପଡ଼ିଥିଲେ । ଘଟଣା ସ୍ଥଳରେ ନାଉଗାଁ ପୋଲିସ ଓ ନାଉଗାଁ ଅଗ୍ନିଶମ ବାହିନୀ ପହଂଚି ସୁଜିତ କୁ ଖୋଜାଖୋଜି ଜାରି ରଖିଛି ।

1 COMMENT

Comments are closed.