ମୁନିଗୁଡା କମ୍ୟୁନିଟି ହଲ ପରିସର ଠାରେ କୃଷି ମହୋତ୍ସବ ବା ସଂକଳ୍ପ ସପ୍ତାହ ପାଳନ

0
63
ମୁନିଗୁଡା କମ୍ୟୁନିଟି

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୭/୧୦) : ରାୟଗଡା ଜିଲ୍ଲାର ମୁନିଗୁଡା ଠାରେ କମ୍ୟୁନିଟି ହଲ ପରିସର ଠାରେ କୃଷି ମହୋତ୍ସବ ବା ସଂକଳ୍ପ ସପ୍ତାହ ପାଳନ ଆରମ୍ଭ ହୋଇ ଯାଇଛି ।WhatsApp Image 2023-10-07 at 11.06.40

କୃଷି କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାର ଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମ ଓ ଆନୁକୂଲ୍ୟରେ ଆୟୋଜିତ ହୋଇଅଛି । ଜିଲ୍ଲା କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀଙ୍କ ସଭାପତିତ୍ବ ରେ ଆୟାଜନ ହୋଇଯାଇଛି । ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀଯୁକ୍ତ ସେଠି ଓ କେ ସି ସି ବ୍ୟାଙ୍କର ନିଦ୍ଦେର୍ଶକ ଜଗନ୍ନାଥ ନୁଣ୍ଡୁକା, ସହକାରୀ ଉଦ୍ୟମ ଅଧିକାରୀ ପ୍ରଜ୍ଞା ପ୍ରରମିତା ବିଶ୍ବାଳ, ସହକାରୀ ମହୋତ୍ସ ବିଭୂ ଭୂଷଣ ଜେନା, ଅତିରିକ୍ତ ପ୍ରାଣୀ ସମ୍ପଦାୟୀ ଅଧିକାରୀ ସ୍ବାଦାମିନି ନାୟକ, କୃଷି ଅଧିକାରୀ ଦିପ୍ତିରାଣୀ ପଟ୍ଟନାୟକଙ୍କ ଓ ପରିମଳ ଇଣ୍ଡିଆର ଅରମନ ମଲ୍ଲିକ, କାଜଲ କୁମାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ଦୁଃଖୀୀନୀ ନୁଣ୍ଡୁକା ପ୍ରମୁଖ ମଞ୍ଚସିନ ରହିଥିଲେ ।

ପ୍ରାତି ସମଂଦ ମିଲୈଟ ମିଶନ, ଓଡିଶା ଜୀବିକା ଶକ୍ତି ବିଭିନ୍ନ କାର୍ଯ୍ୟରେ ଆଲୋଚନା ଚକ୍ର କରିଥିଲେ । ଏହି ପରିପକ୍ଷରେ ମାଣ୍ଡିଆ ଚାଷ କିଭଳି ହୁଏ ସେହି ଭଳି ଏନେଇ ଆଲୋକପାତ ହୋଇଥିଲା । ଏହି କୂଷି ମହୋତ୍ସବ ବିଷୟରେ ଉତ୍ତମ ଦାଶ ବୁଝାଇ ନେଇଥିଲେ । କମ୍ୟୁନିଟି ହଲ ପରିସର ମାଧ୍ୟମରେ ଭୁତିଖେଲି ନାଚ ସହ ପାଲା ମାଧ୍ୟମରେ କୃଷି ମହୋତ୍ସବ ବିଷୟରେ ନାଟ୍ଯ ଗୀତ ପରିବେଷଣ ମହକ ମହକ ନ ନାଚ ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷି ବିଭାଗ ଓଏଲମ ଗୂରୃତ ନେଇ ଆଜିର ସଂକଳ୍ପ ସପ୍ତାହ ପାଳନ ହୋଇ ଯାଇଛି । ଏହି ସଂକଳ୍ପ ସପ୍ତାହ ପାଳନ ତିନି ରୁ ନଅ ପଯର୍ଯନ୍ତ ଓଡିଶାରେ ପାଳନ ହେବ ଭଳି ଜଣାପଡିଛି । ଏଣୂ କୃଷି ବିଷୟରେ ଉପସ୍ଥିତ ରହିଥିବା ଚାଷି ଭାଇ ଭଉଣୀ ମାନଙ୍କୁ ବହୁ ସୁନ୍ଦର ଭାବରେ ବୁଝାଇ ଥିଲେ ଉତ୍ତମ ଦାଶ ଶେଷରେ ଛାତ୍ରଛାତ୍ରୀଙ୍କୁ ପରୁସ୍କାର ବିତରଣ କରାଯାଇଥିଲା ।