ରାଇକିଆ ରେ ବହୁ ସୁନ୍ଦର ଭାବେ ଶିଶୁ ଦିବସ ପାଳନ

0
47
ରାଇକିଆ ରେ ବହୁ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୫/୧୧) : କନ୍ଧମାଳ ଜିଲ୍ଲା ରାଇକିଆରେ ଆଜି ସବୁ ସ୍କୁଲ୍ ଗୁଡ଼ିକ ମଧ୍ୟରେ ବହୁ ସୁନ୍ଦର ଭାବେ ଶିଶୁଦିବସ ପାଳନ ହୋଇଥିଲା ।

ପିଲା ମାନଙ୍କୁ ସମସ୍ତଙ୍କୁ ସ୍କୁଲର ସାର୍ ,ଦିଦି, ମାନେ ପିଲା ମାନଙ୍କ ତରଫରୁ ନାଚ ଗୀତର ଆୟୋଜନ କରିଥିଲେ । ସ୍କୁଲରେ ଆଜି ଛୋଟ ପିଲା ମାନଙ୍କୁ ଚୋକେଲେଟ, ବିସ୍କୁଟ ଖାଇ ବାକୁ ଦେଇ ଥିଲେ ।