ଟିଟିଲାଗଡ଼ ରେ ନୂତନ ସହକାରୀ ଜିଲ୍ଲାପାଳ

0
44
ଟିଟିଲାଗଡ଼

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୧୪/୦୩) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସନ୍ତୋଷ କୁମାର ବେହେରା (ORS) ସହକାରୀ ଜିଲ୍ଲାପାଳ ଭାବେ ତାଙ୍କରି କାର୍ଯ୍ୟରେ ଯୋଗଦାନ କରିଛନ୍ତି ।

ଶ୍ରୀଯୁକ୍ତ ବେହେରା ଅତୀତରେ ଟିଟିଲାଗଡ଼ ପୌରପାଳିକା କାର୍ଯ୍ୟାଳୟରେ ବହୁ ବର୍ଷ ତଳେ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରି ଥିଲେ ଏବଂ ତାଙ୍କରି ଉତ୍ତମ ସୁପରିଚାଳନା କାର୍ଯ୍ୟଶୈଳି ଯୋଗୁଁ ଏବଂ ଦକ୍ଷ ପୌର ଅଧିକାରୀ ଭାବେ ବେଶ ସୁନାମ ଅର୍ଜନ କରିବା ସହିତ ସ୍ଥାନୀୟ ପୌରାଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ପ୍ରିୟ ଭାଜନ ହୋଇ ପାରିଛନ୍ତି । ବର୍ତ୍ତମାନ ସେ ଏହି ନୂତନ ଦାୟିତ୍ବ କୁ ସୁପରିଚାଳନା କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l