ଟାଣ ଖରା : ଗଜପତି ରେ ଜୀବନ ଅସ୍ତ ବ୍ୟସ୍ତ

0
46
ଟାଣ ଖରା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୦୩) : ଗତ ଦୁଇଦିନ ହେଲା ଗଜପତିରେ ତୀବ୍ର ଭାବେ ଖରା ହେଉଥିବା ରେକର୍ଡ ହୋଇଛି l

ଟାଣ ଖରା : ଗଜପତି ରେ ଜୀବନ ଅସ୍ତ ବ୍ୟସ୍ତ l ଗତ କାଲି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ .୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି l ଏହା ଦ୍ୱାରା ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି l ଆଗାମୀ ଦିନରେ ତାପମାତ୍ରା ଆହୁରି ଅଧିକ ହେବା ଆଶଙ୍କା କରାଯାଉଛି l ପୁଣି ନିର୍ବାଚନ ଋତୁ ଆସିଛି, ଲୋକେ ଖାତିର ନ କରି ବୁଲିବେ, ଏଣୁ ଅଂଶୁଘାତ କୁ ଏଡାଇ ହେବ ନାହିଁ, ଆସନ୍ତା କାଲିଠାରୁ ସକାଳୁଆ ସ୍କୁଲ ହେବ ବୋଲି ବିଜ୍ଞ୍ୟାପ୍ତି ପ୍ରକାଶ ପାଇଛି l