ଗୁରାଣ୍ଡି ଥାନା ତୋଟାଗୁମୁଡା ରେ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କାଣ୍ଡ ର ପର୍ଦାଫାଶ

0
69
ଗୁରାଣ୍ଡି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨/୪) : ଗଜପତି ଜିଲ୍ଲା ର ଗୁରାଣ୍ଡି ଥାନା ଅଞ୍ଚଳ ର ତୋଟାଗୁମୁଡା ଗ୍ରାମ ଯାତ୍ରୀନିବାସ ପାଖ ରେ ପଡ଼ିଥିବା ମୃତଦେହ ଏକ ହତ୍ୟା କାଣ୍ଡର ପର୍ଦାଫାଶ କରିଛି ଗଜପତି ପୋଲିସ

ଏହି ଗ୍ରାମର ଜନୈକ ମହିଳା ଜୟଲକ୍ଷ୍ମୀ ନିଜ ର ପ୍ରେମିକ ସହ ମିଶି ଲିଙ୍ଗରାଜ ଙ୍କୁ ବିବାହ ପର ଠାରୁ ନିଜ ସ୍ୱାମୀ ଙ୍କୁ ହତ୍ୟା ପାଇଁ ଯୋଜନା କରି ଅଡ଼ୁଥିଲେ । ହତ୍ୟା ଦିନ ମଦ ପିଇବା ବାହାନା ରେ ମୋଟର ସାଇକେଲ ରେ ବସାଇ ନେଇଥିଲା ପ୍ରେମିକ, ଯାହାର ସିସି ଟିଭି ଫୁଟେଜ ରେ ରେକର୍ଡ ହୋଇଛି । ସ୍କୃ ଡ୍ରାଇଭର ରେ ଅନେକ ଥର ଭୂଷି ଭୂଷି ହତ୍ୟା କରାଯାଇଛି ବୋଲି ଗଜପତି ଏସ ପି ସ୍ଵାତି ଏସ କୁମାର କହିଛନ୍ତି । ଉଭୟେ ମଧ୍ୟ ସତ କୁ ମାନିଛନ୍ତି ।