ରାୟଗଡ ଜିଲ୍ଲାକୁ ଆଉ ଜଣେ ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋଗଦାନ

0
257

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ,ତା.(୨୮/୧୦) : ରାୟଗଡ ଜିଲ୍ଲାକୁ ଆଉ ଜଣେ ନୂତନ ଅତିରିକ୍ତ ଜିଲ୍ଲାପାଳ ଗତ ୨୭ ତାରିଖ ଦିନ ଯୋଗଦାନ କରିଛନ୍ତି । 

ରାୟଗଡ ଜିଲ୍ଲାକୁ ଏହା ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ବାମଘାଟୀ ଉପଖଣ୍ଡ, ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳ ଭାବରେ ତିନିବର୍ଷରୁ ଉର୍ଦ୍ଧ୍ବ ହେବ କାର୍ଯ୍ୟକରିବା ସହ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାଇରଙ୍ଗପୁରର ପ୍ରକଳ୍ପ ପ୍ରଶାସକ ଭାବେ ସ୍ବଚାରୁରୂପେ କାର୍ଯ୍ୟ ତୁଲାଉଥିଲେ । ଶ୍ରୀ ବେହେରାଙ୍କ ଜିଲ୍ଲାରେ ଯୋଗଦାନ ଫଳରେ ବର୍ତ୍ତମାନ ଦୁଇଜଣ ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାରେ କାର୍ଯ୍ୟ କରିବେ ଏହା ପୂର୍ବରୁ ସମୋନାଥ ପ୍ରଧାନ ଯୋଗ ଦେଇଛନ୍ତି ।