କାଶୀନଗର ତହସିଲର ରାଜସ୍ବ ରଥ ହନାଳି ଜଗନ୍ନାଥ ପୁରରେ

0
200

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୦୯/୧୧) : କାଶୀନଗର ତହସିଲ ତରଫରୁ ଏଥି ପୂର୍ବରୁ କାଶୀନଗର, ଖଣ୍ଡାବା ଓ ଶିଆଳି ସର୍କଲରେ କାଶୀନଗର ତହସିଲର ରାଜସ୍ବ ରଥ ବୁଲି ଲୋକ ଙ୍କୁ ଏଫ୍ ଆର୍ ଏ ପଟ୍ଟା ଓ ମୁଟେଶନ ପଟ୍ଟା ଇତ୍ୟାଦି ବଣ୍ଟା ସରିଛି ।eb407900 9cac 4db2 9b23 42f4ebc2c37c କାଶୀନଗର ତହସିଲର ରାଜସ୍ବ ରଥ ହନାଳି ଜଗନ୍ନାଥ ପୁରରେ

ଏହା ଦ୍ଵାରା ଲୋକେ ବହୁତ୍ ସୁବିଧାରେ ନିଜ ଗ୍ରାମ ଓ ପଡ଼ାରେ ରହି ସରକାରଙ୍କ 5T ସେବା ମୋ ସରକାର ଯୋଜନା ରେ ପାଇଛନ୍ତି । ଏହି ସେବାକୁ ଆହୁରି ବିସ୍ତୃତ କରିବା ଉଦ୍ଧେଶ୍ୟରେ କେ ସିତା ପୁର ପଞ୍ଚାୟତ ର ହନଳି ଜଗନ୍ନାଥ ପୁର ଆଦିବାସୀ ଗ୍ରାମକୁ ଆଜି କାଶୀନଗର ତହସିଲର ରାଜସ୍ବ ରଥ ପହଞ୍ଚିଛି ।

ସେହି ଅଞ୍ଚଳରେ ବସ ବାସ କରୁଥିବା ୩୦ ଜଣଙ୍କୁ ଏଫ୍ ଆର୍ ଏ ପଟ୍ଟା କୁ ତହସିଲଦାର ଡ଼.ଲକ୍ଷ୍ମୀ ପ୍ରସାଦ ସାହୁ, ସୁପର୍ଭାଇଯାର, କେ.ସିତା ପୁର ରାଜସ୍ବ ନିରୀକ୍ଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୂଚନା ମିଳିଛି ।