-5.7 C
Innichen
Thursday, August 18, 2022

ସଂଗ୍ରାମପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ଓ ଉ.ପ୍ରା(ମ.ଇ) ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୪/୧୧) : ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ଓ ଉ.ପ୍ରା (ମ.ଇ) ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାରତ ମେହେର ଙ୍କ ଆନୁକୂଲ୍ୟ ରେ ଶିଶୁ ଦିବସ ପାଳିତ ହୋଇଯାଇଛି ।

ଉକ୍ତ ସଭାରେ ସଂଗ୍ରାମପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜିତ କୁମାର ମେଣ୍ଡିଲି ଶିଶୁ ଦିବସ ଉପଲକ୍ଷେ ଚାଚା ନେହେରୁ ଙ୍କ ସୃତି ଚାରଣ କରିବା ସହ ଶିଶୁ ମାନଙ୍କ ପ୍ରତିଥିବା ଗୁରୁ ଦାୟିତ୍ୱ ସମ୍ବନ୍ଧ ରେ ବୌଦ୍ଧିକ ରଖିଥିଲେ । ଏଥି ସହ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ପ୍ରକାଶ ସାହୁ, ଉଗ୍ରେସନ ବେହେରା, ବସନ୍ତ ପ୍ରଧାନ , କ୍ରୀଡା ଶିକ୍ଷକ ନୟନ ମହାନ୍ତି , ଅରୁଣ ପ୍ରଧାନ, ପ୍ରତାପ ସାହୁ , ନାରାୟଣ ଡାଙ୍ଗ, ଶ୍ରଦ୍ଧାକର ବେହେରା ଦୁଃଶାସନ ସେଠୀ, ଗୋବିନ୍ଦ ପ୍ରଧାନ ଚାଚା ନେହେରୁ ଙ୍କ ଏକ ଗୀତ ଗାନ କରି ଧନ୍ୟବାଦ ଦେଇଥିଲେ ।

Related Articles

Stay Connected

0FansLike
3,437FollowersFollow
20,000SubscribersSubscribe
- Advertisement -spot_img

Latest Articles