ଢେଙ୍କାନାଳ ସହର ରେ ନୂତନ ଭାବେ ଖୋଲିଲା The Red Leaf ରେଷ୍ଟୁରାଣ୍ଟ

0
130

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୧/୧୧) : ଢେଙ୍କାନାଳ ସହର ର ସ୍ଥାନୀୟ ଦୁର୍ଗାବଜାର ସ୍ଥିତ ମୁଖ୍ୟ ଷ୍ଟାଡିୟମ ର ପୂର୍ବ ପାର୍ଶ୍ଵ ରେ ନୂତନ ଭାବେ ଖୋଲିଲା ରେଷ୍ଟୁରାଣ୍ଟ The Red Leaf

ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ମାନେ ହେଲେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଢେଙ୍କାନାଳ ଓ ଅନୁଗୁଳ ସାଂସଦ ମହେଶ ସାହୁ ଏବଂ ପର୍ଯ୍ୟବେକ୍ଷଣ ଅଧିକାରୀ ବିଜୟ କୁମାର ନାୟକ । ଅତିଥି ମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ଏହା ପରେ ଦ୍ୱୀପ ପ୍ରଜ୍ୱଳନ କରାଯାଇ ଏହାକୁ ଉଦଘାଟନ କରାଯାଇଥିଲା । ଢେଙ୍କାନାଳ ସହର ରେ ଏହା ଏକ Family Resturant ଭାବେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଆଶା ରଖିଛନ୍ତି ଏହାର ମାଲିକ ପୂର୍ଣ ଚନ୍ଦ୍ର ପାଣିଗ୍ରାହୀ । ଏଠାରେ ବିବାହ ବାର୍ଷିକ, ଜନ୍ମଦିନ ଉତ୍ସବ ଭଳି ଅନେକ ଛୋଟ ଛୋଟ କାର୍ଯ୍ୟକ୍ରମ କରା ଯାଇପାରିବ ।