Thursday, March 28, 2024

Top 5 This Week

Related Posts

ଘନ କୁହୁଡି ଯୋଗୁଁ ସ୍କୁଟି ଦୁର୍ଘଟନା ରେ ଛାତ୍ର ଙ୍କ ମୃତ୍ୟୁ

ରିପୋର୍ଟ : ରବି ଶଙ୍କର ମହାପାତ୍ର
ଲମତାପୁଟ, (୨୬/୧୧) : ଘନ କୁହୁଡି ଯୋଗୁଁ ସ୍କୁଟି ଦୁର୍ଘଟନା ରେ ଛାତ୍ର ଙ୍କ ମୃତ୍ୟୁ । ଘଟଣା ଘଟିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ର ଲମତାପୁଟ ବ୍ଲକ ର ଦାବୁଗୁଡ଼ା ନିକଟରେ ମୃତ୍ୟୁ ଛାତ୍ର ଜଣଙ୍କ ନନ୍ଦପୁର ବ୍ଲକ ଖିନମୁଙ୍ଗ ଗ୍ରାମ ର ଶରତ ଚନ୍ଦ୍ର ସିଶା ବୋଲି ଜଣା ପଡ଼ିଛି ।WhatsApp Image 2021 11 26 at 12.52.11 PM 1 ଘନ କୁହୁଡି ଯୋଗୁଁ ସ୍କୁଟି ଦୁର୍ଘଟନା ରେ ଛାତ୍ର ଙ୍କ ମୃତ୍ୟୁ

ଶରତ ସକାଳୁ ସକାଳୁ ନିଜ ଘରୁ ସ୍କୁଟି ଯୋଗେ ଜୟପୁର କଲେଜ କୁ ପାଠ ପଡ଼ିବା ପାଇଁ ଯିବା ସମୟରେ ଘନ କୁହୁଡି ଯୋଗୁଁ ଦାବୁଗୁଡ଼ା ନିକଟରେ ଗଛରେ ପିଟିହୋଇ ଥିଲେ ଯାହା ଫଳରେ ୨୦ ଫୁଟ ବ୍ରିଜ୍ ତଳକୁ ଖସି ପଡିଥିଲା ସ୍କୁଟି ଟି । ଘଟଣା ସ୍ଥଳରେ ହିଁ ଶରତ ଙ୍କ ମୃତ୍ୟୁ ଘଟିଛି । ରଣିତୋଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶରତ ଙ୍କ ଶବ ଉଦ୍ଧାର କରିଛି ।

Popular Articles