-5.7 C
Innichen
Saturday, January 22, 2022

ଘନ କୁହୁଡି ଯୋଗୁଁ ସ୍କୁଟି ଦୁର୍ଘଟନା ରେ ଛାତ୍ର ଙ୍କ ମୃତ୍ୟୁ

ରିପୋର୍ଟ : ରବି ଶଙ୍କର ମହାପାତ୍ର
ଲମତାପୁଟ,(୨୬/୧୧) : ଘନ କୁହୁଡି ଯୋଗୁଁ ସ୍କୁଟି ଦୁର୍ଘଟନା ରେ ଛାତ୍ର ଙ୍କ ମୃତ୍ୟୁ । ଘଟଣା ଘଟିଛି ଲମତାପୁଟ ବ୍ଲକ ର ଦାବୁଗୁଡ଼ା ନିକଟରେ ମୃତ୍ୟୁ ଛାତ୍ର ଜଣଙ୍କ ନନ୍ଦପୁର ବ୍ଲକ ଖିନମୁଙ୍ଗ ଗ୍ରାମର ଶରତ ଚନ୍ଦ୍ର ସିଶା ।

ସକାଳୁ ନିଜ ଘରୁ ସ୍କୁଟି ଯୋଗେ ଜୟପୁର କଲେଜ ପାଠ ପଡ଼ିବା ଯିବା ସମୟରେ ଘନ କୁହୁଡି ଯୋଗୁଁ ଦାବୁଗୁଡ଼ା ନିକଟରେ ଗଛରେ ପିଟିହୋଇ ୨୦ ଫୁଟ ବ୍ରିଜ୍ ତଳକୁ ଖସି ପଡିଥିଲା ସ୍କୁଟି ଟି । ଘଟଣା ସ୍ଥଳରେ ହିଁ ଶରତଙ୍କ ମୃତ୍ୟୁ ଘଟିଛି । ରଣିତୋଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଉଦ୍ଧାର କରିଛି ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles