ଆଗକୁ ନିର୍ବାଚନ : ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜୋର ଧରିଲା ଅବକାରୀ ଚଢାଉ

0
315
ଆଗକୁ ନିର୍ବାଚନ

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୨୯/୧) : ଆଗକୁ ନିର୍ବାଚନ ଥିବାରୁ ବୋରିଗୁମ୍ମା ଅବକାରୀ ଥାନା ଅଧିକାରୀ ଶ୍ରୀ କେ.ଟି.ପଟ୍ଟନାୟକ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପାଇ ଆଜି ଗାଦବାଗୁଡା, ପାଟୁଆଗୁଡା ଓ ରାଣୀଗଡ ଠାରେ ଚଢାଉ କରି ୨୧୫ ଲିଟର IDL ଓ ୩୨୦୦ ଲିଟର ମଦ (wash) ଜବତ କରିଥିବା ଜଣାପଡିଛି ।f21621b1 8f93 4e85 97b1 652b6c97d8ef ଆଗକୁ ନିର୍ବାଚନ : ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜୋର ଧରିଲା ଅବକାରୀ ଚଢାଉ

ଆଗକୁ ନିର୍ବାଚନ ଥିବାରୁ ଏଥିରେ ବି. ସିଂହପୁର ଥାନା ସହାୟତା କରିଥିବା ଖବର ମିଳିଛି । ୩ ଟି କେସ୍ ମଧ୍ୟରୁ ଗୋଟିଏ U/C ହୋଇଥିବା ବେଳେ ଅନ୍ୟ ୨ ଟି ପଞ୍ଜୀକୃତ ହୋଇଥିବା ଜଣା ପଡିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।

Election Ads…