‘ଦ କେରଲା ଷ୍ଟୋରୀ’ ଫିଲ୍ମ ଆଜି ହେବ ରିଲିଜ

0
92
ଦ କେରଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୫/୦୫) : ଆଜି ରିଲିଜ ହେବ ଚର୍ଚ୍ଚିତ ବଲିଉଡ ଫିଲ୍ମ ଦ କେରଲା ଷ୍ଟୋରୀ । ଫିଲ୍ମ କହିବ କେରଳର ୩୨ ହଜାର ଝିଅ ଗାୟବ ହେବା ପଛର କାହାଣୀ ।

ନର୍ସରୁ ଆଇଏସଆଇଏସ ଆତଙ୍କବାଦୀ ପାଲଟି ଯାଇଥିବା ଯୁବତୀଙ୍କ ବାସ୍ତବ କାହାଣୀ । କିଭଳି କେରଳର ହିନ୍ଦୁ ଝିଅଙ୍କୁ ଟ୍ରାପ୍ କରାଯାଇ ବ୍ରେନ୍ ୱାସ କରି ଧର୍ମ ପରିବର୍ତ୍ତନ କରାଯାଉଛି ଓ ସେମାନଙ୍କୁ ପରବର୍ତ୍ତି ସମୟରେ ବିଦେଶ ପଠାଯାଇ ନର୍କ ଜୀବନ ବଞ୍ଚିବା ପାଇଁ ବାଧ୍ୟ କରାଯାଉଛି ତାହା ଦେଖିବାକୁ ମିଳିବ ଫିଲ୍ମ “ଦ କେରଲା ଷ୍ଟୋରୀ” ରେ । ଲଭ ଜିହାଦଠାରୁ ଆରମ୍ଭ କରି କେରଳକୁ କିପରି ଇସଲାମସିକ ଷ୍ଟେଟ ବାନାଇବା ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଇଛି ତାର ପର୍ଦାଫାଶ କରିବ ଦ କେରଲାଷ୍ଟୋରୀ । ହିନ୍ଦୀ, ତାମିଲ, ତେଲୁଗୁ ଓ ମଲୟାଲାମ ଭାଷାରେ ରିଲିଜ୍ ହେବ ଏହି ଫିଲ୍ମ ।